ପ୍ରଭୁ ଜଗନ୍ନାଥଙ୍କ ମହିମା ଉପରେ ଏକ ସେମିନାର ସହିତ ଭଜନ ଏବଂ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜ ||

YouTube video

ରଥଯାତ୍ରା ଅବସରରେ ଭାରତୀୟ ଶିକ୍ଷା ଓ ସଂସ୍କୃତି ପରିଷଦ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ଏକ ଆଲୋଚନାଚକ୍ର ସହିତ ଭଜନ ଏବଂ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ||