ମାନ୍ୟବର ହାଇକୋର୍ଟ… ଦ୍ୱାରା ଗୃହ ଟିକସ ବୃଦ୍ଧି ବିରୁଦ୍ଧରେ ଆଉ ଏକ ରିମାଣ୍ଡ ଆଦେଶ ଜାରି ||

YouTube video

ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ଗୃହ ଟିକସ ବୃଦ୍ଧି ଉପରେ ମାନ୍ୟବର ହାଇକୋର୍ଟ ପୁଣି ଥରେ ସ୍ଥଗିତାଦେଶ ଜାରି କରିଛନ୍ତି, ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ||

The Hon’ble High Court has issued a stay order again on the increase in house tax by the Berhampur Metropolitan Corporation, senior lawyer Pitabas Panda has approached the High Court ||