
ରଣ୍ଢା ଗ୍ରାମ ସ୍ମଶାନରେ ଶ୍ରୀ ଗଣେଷ ଅଟୋ ଷ୍ଟାଣ୍ଡ, ସ୍ୱର୍ଗଦ୍ୱାର କମିଟି ଏବଂ ରଣ୍ଢା ଗ୍ରାମବାସୀଙ୍କ ଉଦ୍ୟମରେ ମଂଗଳବାର ମହାଦେବ ଶିବଙ୍କ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ||
A program to install the idol of Lord Shiva was held on Tuesday at the Randha village crematorium with the efforts of Shri Ganesh Auto Stand, the Sangvarwar Committee and the residents of Randha village.






