ଜାତୀୟ ଡାକ୍ତର ଦିବସରେ ଡାକ୍ତର ଫୋରମ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଶିବିର ଆୟୋଜିତ ||

YouTube video

ଜାତୀୟ ଡାକ୍ତର ଦିବସରେ, ଡାକ୍ତର ଫୋରମ୍ ବିଭିନ୍ନ ସଂଗଠନର ସହଯୋଗରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଶିବିର ଆୟୋଜନ କରିଥିଲା ​​||