ବ୍ରହ୍ମପୁର ଏସପି ଅଫିସ ସମ୍ମୁଖ ରାସ୍ତା ଉପରେ ପଡିିଲା ବିରାଟକାୟ ଗଛ ||

YouTube video

ବ୍ରହ୍ମପୁର ଏସପି ଅଫିସ ସମ୍ମୁଖ ରାସ୍ତା ଉପରେ ପଡିିଲା ବିରାଟକାୟ ଗଛ, ଅଗ୍ନିଶମ କର୍ମଚାରି ଘଛ କାଟି ରାସ୍ତା ସଫା କରିବା ପରେ ଯାତାୟତ ସ୍ୱାଭାବିକ ||