ରାଜ୍ୟ ସ୍ତରୀୟ ପତାକା ଅବତରଣ ଉସ୍ଛବ ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।

ରାଜ୍ୟ ସ୍ତରୀୟ ପତାକା ଅବତରଣ ଉସ୍ଛବ ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବର୍ଣ୍ଣାଢ୍ୟ ଉସ୍ଛବରେ ମୁଖ୍ୟ ଅତିଥି ଭାବେ ଓଡିଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଛଟି ପୋଲିସ ବ୍ୟାଣ୍ଡ ର ୩୨୨ଜଣ ବ୍ୟାଣ୍ଡ ବାଦକ ଚିତାକର୍ଷକ ସାମରିକ ସଙ୍ଗୀତ ପରିବେଷଣ କରଥିଲେ ।