୨୦ ତାରିଖରେ ଖୋଲିବ ସମସ୍ତ ବିଦ୍ୟାଳୟ ||

YouTube video

ରାଜ୍ୟରେ ଆସନ୍ତା ୧୮ ତାରିଖ ପରିବର୍ତେ ୨୦ ତାରିଖରେ ଖୋଲିବ ସମସ୍ତ ବିଦ୍ୟାଳୟ , ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇଲା ଗଣଶିକ୍ଷା ବିଭାଗ ||