ବିକାଶ ମେଳା ମଣ୍ଡପରେ ଗଂଜାମର ଦଣ୍ଡନାଚ ଶୀର୍ଷକ କର୍ମଶାଳା ||

YouTube video

ଖଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ସପ୍ତାହବ୍ୟାପୀ ଆୟୋଜିତ ବିକାଶ ମେଳା ମଣ୍ଡପରେ ଗଂଜାମର ଦଣ୍ଡନାଚ ଶୀର୍ଷକ କର୍ମଶାଳା ଅନୁଷ୍ଠିତ, ଦଣ୍ଡନାଚର ମୁଖ୍ୟାଂଶ ପ୍ରଦର୍ଶିତ ||