ଓଡ଼ିଶା – ୧ ନାଭାଲ୍ ୟୁନିଟ ଏନ୍‌ସିସି ଓ ୩ ଓଡ଼ିଶା ମେଡ଼ିକାଲ୍ କମ୍ପାନୀ ଏନ୍‌ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ||

YouTube video

ବ୍ରହ୍ମପୁରସ୍ଥିତ ଓଡ଼ିଶା – ୧ ନାଭାଲ୍ ୟୁନିଟ ଏନ୍‌ସିସି ଓ ୩ ଓଡ଼ିଶା ମେଡ଼ିକାଲ୍ କମ୍ପାନୀ ଏନ୍‌ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ, ଯୋଗଦେଇଛନ୍ତି ପାଖାପାଖି ୬ଶହ କ୍ୟାଡେଟ୍ ||