ଲାଞିପଲିର ପ୍ରସିଦ୍ଧ ମାଁ ତାରାଦେବୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ ||

YouTube video

ଲାଞିପଲିର ପ୍ରସିଦ୍ଧ ମାଁ ତାରାଦେବୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ, ହଜାର ହଜାର ମାନସିକଧାରି ମହିଳା ଘଟଧାରିଙ୍କ ଗଂହଣରେ ବିରାଟ ପଟୁଆରରେ ଯାଇ ସ୍ଥାୟା ମନ୍ଦିରରେ ବିଜେ ||