ମଦଭାଟି ଭଂଗାଯିବା ଏବଂ ପୋଲିସ ଆକ୍ରମଣ ଘଟଣାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କୋର୍ଟରେ ହାଜର ||

YouTube video

ବୋରିଗୁମାଠାରେ ଦେଶୀ ମଦଭାଟି ଭଂଗାଯିବା ଏବଂ ପୋଲିସ ଆକ୍ରମଣ ଘଟଣାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଶନିବାର ଗଂଜାମ ଜିଲ୍ଲା କୋର୍ଟରେ ହାଜର ହୋଇଥିଲେ ||