ଖଲିକୋଟ ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ ||

YouTube video

ଖଲିକୋଟ ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ, କଳାରେ ପାସ୍‌ହାର ୯୧.୩୧ ପ୍ରତିଶତ, ବାଣିଜ୍ୟରେ ୯୪ ପ୍ରତିଶତ ଓ ବିଜ୍ଞାନରେ ପାସ୍‌ହାର ୯୪.୬୫ ପ୍ରତିଶତ ||