
ବ୍ରହ୍ମପୁର ମହାନଗର ମହୋତ୍ସବ ର ଖୋଲା ମଂଚ ରେ ଗଞ୍ଜାମ ଜିଲ୍ଲା ପୁଡ଼ାମାରି ର କବି ନଟବର ସିଂହ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର। ବହୁ କବି କବିୟତ୍ରୀ ଙ୍କ ସମାଗମ।।ଏହାସହ ଭୋଜନ କ୍ୟାସେଡ଼ ଭାବ ସମ୍ଭାର ଉନ୍ମୋଚନ କରାଯାଇଥିଲା। ଏଥି ସହ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ବିଶିଷ୍ଟ କବି କବିୟତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା।










