ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଦିନକୁ ଦିନ ବଢୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ||

YouTube video

ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଦିନକୁ ଦିନ ବଢୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ , ସନ୍ଧ୍ୟାରେ ମାଙ୍କ ଘଟ ପରିକ୍ରମା ସମୟରେ ମାଙ୍କ ପାଦ ପୂଜା କରି ଆଶୀର୍ବାଦ ଲାଭ କରୁଛନ୍ତି ବହୁ ମହିଳା ||