
କରୋନା କଟକଣା ପାଇଁ ଜାତୀୟ ରାଜପଥ ଦେଇ ଯାଉଥିବା ୪୮ଜଣଙ୍କୁ ୱାଇଏସ୍ଡି, ଅରୁଣା, ଇସାରା ଅନୁଷ୍ଠାନର ସହଯୋଗରେ ଗାଡ଼ି ବ୍ୟବସ୍ଥା କରାଯାଇ ସେମାନଙ୍କୁ ନିଜ ଅଂଚଳକୁ ପଠାଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ଚାଲି ଚାଲି ଯାଉଥିବା ଅସହାୟ ପରିବାରଙ୍କୁ ସେମାନଙ୍କ ଘରକୁ ପହଂଚାଇବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।






