କରୋନା ମହାମାରୀ ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ମୁଖ୍ୟରାସ୍ତା ସମେତ ଅନ୍ୟାନ୍ୟ ଅନୁଷ୍ଠାନରେ ବିଶୋଧନ ସିଂଚନ।

କରୋନା ମହାମାରୀ ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ମୁଖ୍ୟରାସ୍ତା ସମେତ ଅନ୍ୟାନ୍ୟ ଅନୁଷ୍ଠାନରେ ବିଶୋଧନ ସିଂଚନ କରାଯାଉଛି । ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏପରି ସିଂଚନ କାର୍ଯ୍ୟକ୍ରମ ଜାରି ରହିଛି ।