ବ୍ରହ୍ମପୁର ବଡ଼ ଡାକ୍ତରକାନା ପରିସରସ୍ଥିତ ସେବିକା ବିଦ୍ୟାଳୟରେ ଆନ୍ତର୍ଜାତୀୟ ସେବିକା ଦିବସ ନିରାଡ଼ମ୍ବରଭାବେ ପାଳିତ ।

YouTube video

ମଂଗଳବାର ବ୍ରହ୍ମପୁର ବଡ଼ ଡାକ୍ତରକାନା ପରିସରସ୍ଥିତ ସେବିକା ବିଦ୍ୟାଳୟରେ ଆନ୍ତର୍ଜାତୀୟ ସେବିକା ଦିବସ ନିରାଡ଼ମ୍ବରଭାବେ ପାଳିତ ହୋଇଯାଇଛି । ଏଠାରେ ପ୍ରତିÂାତ୍ରୀ ଫ୍ଲୋରେନ୍ସ ନାଇଟିଂଗଲ୍ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏହି ଅବସରରେ ଅଧ୍ୟକ୍ଷା ପ୍ରତିଭା ନାୟକ ଓ ଉପଦେଷ୍ଟା ସେଫାଳୀ ଦାସଙ୍କ ସମେତ ଅନ୍ୟ ସେବିକା ଉପସ୍ଥିତ ଥିଲେ ।