କରୋନା ମହାମାରି ଓ ଆଗକୁ ବର୍ଷାଦିନ ଜନିତ ନାଳ ସମସ୍ୟାକୁ ନଜରରେ ରଖି ବ୍ରହ୍ମପୁର ବିଧାୟକଙ୍କ ବିଭିନ୍ନ ଅଂଚଳ ପରିଦର୍ଶନ ।

YouTube video

କରୋନା ମହାମାରି ଓ ଆଗକୁ ବର୍ଷାଦିନ ଜନିତ ନାଳ ସମସ୍ୟାକୁ ନଜରରେ ରଖି ବ୍ରହ୍ମପୁର ବିଧାୟକ ମହାନଗରର ବିଭିନ୍ନ ଅଂଚଳ ପରିଦର୍ଶନ କରି ସମିକ୍ଷା କରିଥିଲେ । ଏହି ଅବସରରେ ନିଗମ ଡେପୂଟି କମିଶନରଙ୍କ ସମେତ ବହୁ ଅଧିକାରି ବିଧାୟକଙ୍କ ସହ ବିଭିନ୍ନ ଅଂଚଳ ବୁଲିଥିଲେ । ଯୁଦ୍ଧକାଳିନ ଭିତ୍ତିରେ ନାଳ ସମସ୍ୟାର ସମାଧାନ କରିବାକୁ ବିଧାୟକ ଅଧିନସ୍ଥ ଅଧିକାରିଙ୍କୁ ନିଦେ୍ର୍ଧଶ ଦେଇଥିଲେ ।