ହରିଡ଼ାଖଣ୍ଡି ଆନନ୍ଦ ନଗରସ୍ଥିତ ଏକ ଆଶ୍ରମରୁ କିଛି ସାଧୁଙ୍କୁ କରୋନା ପରୀକ୍ଷା ପାଇଁ ନିଆଗଲା ମେଡିକାଲ, ଅଂଚଳରେ ଭୟର ବାତା ବରଣ ।

ବ୍ରହ୍ମପୁର ହରିଡ଼ାଖଣ୍ଡି ଆନନ୍ଦ ନଗରସ୍ଥିତ ଏକ ଆଶ୍ରମରୁ କିଛି ସାଧୁଙ୍କୁ କରୋନା ପରୀକ୍ଷା ପାଇଁ ରବିବାର ନିଆଯାଇଛି । ଏହାକୁ ନେଇ ଅଂଚଳରେ ଭୟର ବାତା ବରଣ ଦେଖାଦେଇଥିବା ଜଣାପଡ଼ିଛି । କୋଭିଦ ଆମ୍ଭୁଲାନ୍ସ ମାଧ୍ୟମରେ ଏହି ସାଧୁଙ୍କୁ ପରୀକ୍ଷା ପାଇଁ ନିଆଯାଇଥିବା ପରିଲକ୍ଷିତ ହୋଇଛି ।