ଦ୍ୱିତୀୟ ଥର ପାଇଁ ଆକାଶରେ ସୁର୍ଯ୍ୟଙ୍କ ଚାରିପଟେ ବଳୟ, ଏପରି ବଳୟ ଦ୍ୱାରା ଅଧିକ ବର୍ଷା ଆଶଂକା ।

YouTube video

ଦ୍ୱିତୀୟ ଥର ପାଇଁ ଆକାଶରେ ସୁର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦେଖିବାକୁ ମିଳିିଥିଲା । ଗୁରୁବାର ସୁର୍ଯ୍ୟଙ୍କ ଏପରି ଦୃଶ୍ୟକୁ ଜନସାଧାରଣ ଦେଖିଥିଲେ । ଏପରି ବଳୟ ଦ୍ୱାରା କେତେକ ଏହା ଦେଶପାଇଁ ଶୁଭ ବୋଲି କହୁଥିବାବେଳେ ଆଉ କେତେକ ଅଶୁଭ ବୋଲି କହୁଛନ୍ତି । ତେବେ ଏପରି ବଳୟ ଦ୍ୱାରା ବର୍ଷା ଅଧିକ ହେବାର ଆଶଂକା ରହିଥିବା କୁହାଯାଇଛି ।